.comment-link {margin-left:.6em;}

Bhakua Sadei ଭକୁଆ ସଦେଇ

Friday, October 12, 2018

ଓଡ଼ିଆ ସାହିତ୍ୟର ଦୁଇଜଣ ଉଜ୍ଜ୍ୱଳ ଜ୍ୟୋତିଷ୍କ

ଶ୍ରୀ ଭାଗୀରଥି ଦାସ ଆମ ଗାଁର~ ପିଲାଦିନେ ସେ ଆମ ଘର ସାମନାରେ ସାଇକଲ ଚଳେଇ ଗଲାବେଳେ ଆମେ ହାପ ପେଣ୍ଟ ପିନ୍ଧି ତାଙ୍କ ସାଇକଲ ପଛରେ ନାଳ ବନ୍ଧରେ ଦୌଡୁଥିଲୁ । ବଡ ହୋଇ ତାଙ୍କ ଉପନ୍ୟାସ ପଢ଼ିଲୁ। କିନ୍ତୁ ଗାଁ କନିଆଁ ସିଙ୍ଘାଣି ନାକୀ ରୀତିରେ ସମ୍ପର୍କ ରଖିପାରିନି। ଓଡ଼ିଶାର ପୁରପଲ୍ଲୀରେ ପରିଚିତ ଭାଗୀ ଭାଇଙ୍କୁ ଡେରିରେ ହେଉ ପଛେ ମୋର ପ୍ରଣାମ।
ଅଙ୍ଗୁରବାଳା ମୋର ଶ୍ରୀକୃଷ୍ଣ ଏକାଡେମୀର ପରମ ପୂଜ୍ୟ ଶିକ୍ଷକ କ୍ଷେତ୍ରମୋହନ ସାହୁଙ୍କ ସୁକନ୍ୟା ଓ ମୋ ସୌଭାଗ୍ୟ ଆମେ ଦୁହେଁ ଏକା ସହର ରାଉରକେଲା ରେ ରହୁ। ଭାଗୀରଥି ଭାଇ ମୋତେ ହୁଏତ ଚିନ୍ହିବେନି କିନ୍ତୁ ମୁଁ ଖୁସିଯେ ଅଙ୍ଗୁରବାଳାର ଆମର ଦୁହେଁ ପରିଚିତ। 
ଦୁଇ ଜଣଙ୍କ ପ୍ରତିଭାକୁ ସମ୍ମାନ ଜଣେଇ ମୁଁ ଗର୍ବିତ।

0 Comments:

Post a Comment



<< Home