.comment-link {margin-left:.6em;}

Bhakua Sadei ଭକୁଆ ସଦେଇ

Thursday, May 31, 2018

Good bye Mina

ମୀନା ହେଊଛି କୁନାର ସାନ ଯା - ଆଉ କୁନା ନିୟତିର ମାମୁଁ ଝିଅ ଭଉଣୀ ! ନିୟତି ବଡ , କୁନା ଛୋଟ ! ରାଉରକେଲା ଆସିଲା ପରେ ନିୟତିର ବନ୍ଧୁ ବାନ୍ଧବ ମାନଙ୍କ ଭିତରୁ ପ୍ରଥମେ ନରହରି ଭାଇନା ଆମକୁ ତାଙ୍କ ଘରକୁ ଡାକି ଖାଇବାପିଇବାକୁ ଦେଇଥିଲେ ! ଆଉ ସେଥିରେ ମୁଖ୍ୟ ଭୂମିକା ଥିଲା ଆଲୋକ ନାନୀ , ମିନା ଆଉ କୁନାର ! ଆଲୋକ ନାନୀ ପରେ ଆମ ଡାକ୍ତରଖାନା ଷ୍ଟୋର ରେ କାମ କଲେ - ପୁରା ପରିବାର ସହ  ଘନିଷ୍ଠତା ବଢ଼ିଲା !ସବୁ ବେଳେ ହସୁଥାଏ ମିନା ! ତାପରେ କେତେ ନିଜର କରିନେଇଥିଲା ସେ ଆମକୁ ଓ ଆମ ପିଲା ମାନଙ୍କୁ ! 12 ଦିନ ତଳେ ବାଙ୍ଗାଲୋରରେ ଏମିତି ଟଳି ପଡିଲା ! ଡାକ୍ତରଖାନା ନେବାପରେ ଡାକ୍ତର ମୃତ ଘୋଷଣା କଲେ ! କୁଆଡେ ଗଲୁ ଆମେ ଜାଣିନୁ କିନ୍ତୁ ଠାକୁରେ ତୋତେ  ଠିକ ଜାଗା ଦେବେ -ଏତିକି ବିଶ୍ୱାସ ଅଛି !

କୋଏଲନଗର c ବ୍ଲକ ନୀଳକଣ୍ଠେଶ୍ଵର ମନ୍ଦିରରେ ଗତ କାଲି ଶ୍ରାଦ୍ଧ ଭୋଜନର photo

0 Comments:

Post a Comment



<< Home